Question
Download Solution PDFକେଉଁଟି ଜଟିଳ ବାକ୍ୟ ?
This question was previously asked in
OPSC ASO (Oria) 27 Aug 2022 Official Paper
Answer (Detailed Solution Below)
Option 1 : ଯେ ସର୍ବଦା ସତ୍ୟ କହେ, ସେ ନିର୍ଭୟ ।
Free Tests
View all Free tests >
Odisha High Court 2024 Mock Test
35 Qs.
35 Marks
30 Mins
Detailed Solution
Download Solution PDFସଠିକ୍ ଉତ୍ତର ହେଉଛି ଯେ ସର୍ବଦା ସତ୍ୟ କହେ, ସେ ନିର୍ଭୟ ।Key Points
- ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ''ଯେ ସର୍ବଦା ସତ୍ୟ କହେ, ସେ ନିର୍ଭୟ ।'' ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ।
- କାରଣ ଏଠାରେ ପରସ୍ପର ନିର୍ଭରଶୀଳ ଦୁଇଟି ସାପେକ୍ଷ ଖଣ୍ଡ ବାକ୍ୟର ସମ୍ମିଶ୍ରଣ ଘଟିଛି।
- ଯଥା: ୧) ଯେ ସର୍ବଦା ସତ୍ୟ କହେ (ଅପ୍ରାଧନ), ୨) ସେ ନିର୍ଭୟ (ପ୍ରଧାନ)।
- ଏବେ ଏହି ଦୁଇ ସାପେକ୍ଷ ଖଣ୍ଡ ବାକ୍ୟ 'ପ୍ରଧାନ - ଅପ୍ରାଧନ' ରୂପେ ସମନ୍ୱୟରେ ପୂର୍ଣ୍ଣବାକ୍ୟ ହୋଇଛି।
- ଅତଏବ ଏଦିଗରେ ''ଯେ ସର୍ବଦା ସତ୍ୟ କହେ, ସେ ନିର୍ଭୟ ।'' ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ - ଏହା ସ୍ପଷ୍ଟ ହେଉଛି।
Last updated on Jul 4, 2025
->OPSC ASO Rejection List has been released on the official website of OPSC. Candidates can check if their application form has been accepted or rejected.
->The OPSC ASO Exam Date 2025 is 27th July 2025.
->OPSC has announced 29 Job openings for the post of ASO.
->The last date to apply for the vacancy is 9th June 2025.
->The selection of the candidates for recruitment shall be made on the basis of written test and skill test in computer.
->There is no application fee for all the candidates applying for the position of Assistant Section Officer.