Question
Download Solution PDF'ନଦୀ'ର ସମାର୍ଥବୋଧକ ଶବ୍ଦଟି କଣ ?
Answer (Detailed Solution Below)
Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- ସରିତ ।
Key Points
- ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
- ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
- ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
- ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।
ଯଥାର୍ଥତା:
- ସରିତ ନଦୀର ପ୍ରତିଶବ୍ଦ ଅଟେ ।
- ସେହିପରି ନଦୀର ପ୍ରତିଶବ୍ଦ ହେଉଛି- ସ୍ରୋତସ୍ବିନୀ, ତଟିନୀ, ନିମ୍ନଗା, ସରିତ, ସ୍ରୋତସ୍ବତୀ, ତରଙ୍ଗିଣୀ, କଲ୍ଲୋଳିନୀ, ପୟସ୍ବିନୀ ।
- ସରସିଜ ହେଉଛି ପଦ୍ମର ପ୍ରତିଶବ୍ଦ, ବସୁମତୀ ହେଉଛି ପୃଥିବୀର ପ୍ରତିଶବ୍ଦ ଓ ସଲିଳ ହେଉଛି ଜଳର ପ୍ରତିଶବ୍ଦ ।
Last updated on Jun 12, 2025
-> OSSC CGL Final Merit List has been released on the official website.
->The merit list consist the names of the candidates found suitable after the CV round.
->Earlier,The OSSC CGL Call Letter had been released for the Document Verification (Advt No.1249/OSSC).
-> Interested candidates registered from 29th November 2024 to 28th December 2024.
-> The recruitment is also ongoing for 543 vacancies (Advt. No. 129/OSSC). The Prelims was held on 20th October 2024 and thee Mains Exam will be scheduled in February/ March 2025.
-> The selection process includes Prelims, Mains, Skill Test, and Document Verification.
-> To score well in the exam, you may enhance your preparation by solving the OSSC CGL Previous Years' Papers.
-> Candidates can also attend the OSSC CGL Test Series which helps to find the difficulty level.